Skip to content
The Kandhamal Times
  • ଅପରାଧ
  • ଆଜିର ଖବର
  • ଧର୍ମ
  • ମନୋରଞ୍ଜନ
  • ରାଜନୀତି
  • ସ୍ୱାସ୍ଥ୍ୟ
The Kandhamal Times
  • ବିରିଗାଁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ
    ଆଜିର ଖବର

    ବିରିଗାଁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

    Bytknews December 19, 2025December 19, 2025

    କନ୍ଧମାଳ ( TKNEWSMEDIA ) 18/12/2025 : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକର ବିରିଗାଁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦୁର୍ଗା ମାଧବ ସାହୁଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି l ମୁଖ୍ୟ ଅତିଥି କନ୍ଧମାଳ ଜିଲ୍ଲା ସହରାଞ୍ଚଳ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରବୀଣ କୁମାର ବାଣୁଆ ଯୋଗଦେଇ ଛାତ୍ର ଛାତ୍ରୀ ଭଲ ମଣିଷ ହେଲେ ଭଲ ସମାଜଟିଏ ତିଆରି ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ l ମୁଖ୍ୟ ବକ୍ତା ଟିକାବାଲି କଲେଜ…

    Read More ବିରିଗାଁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତContinue

  • ଫୁଲବାଣୀରେ ଜିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ
    ଆଜିର ଖବର

    ଫୁଲବାଣୀରେ ଜିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ

    Bytknews December 11, 2025December 11, 2025

    ଫୁଲବାଣୀ ( TKNEWSMEDIA) 10/12/2025 : ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ବଡଦିନ ଓ ଇଂରାଜୀ ନବବର୍ଷ ସମୟରେ ଜିଲ୍ଲାରେ ଶାନ୍ତି, ସଦଭାବ ଓ ଶୃଙ୍ଖଳା ରକ୍ଷା ନିମନ୍ତେ ବିଭିନ୍ନ ପ୍ରସ୍ତୁତି ଓ ପଦକ୍ଷେପ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।ବୈଠକରେ ବିଭିନ୍ନ ଧାର୍ମିକ ସଂଗଠନମାନଙ୍କ ପ୍ରତିନିଧିମାନେ ବଡଦିନ ପାଳନ ସମୟରେ ହେଉଥିବା ସମସ୍ୟା ଓ ଆବଶ୍ୟକ ସୁବିଧା ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ…

    Read More ଫୁଲବାଣୀରେ ଜିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକContinue

  • ଗୋ ସେବାର ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କଲେ ଯୁବ ଇଞ୍ଜିନିୟର ମନମୋହନ
    ଆଜିର ଖବର

    ଗୋ ସେବାର ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କଲେ ଯୁବ ଇଞ୍ଜିନିୟର ମନମୋହନ

    Bytknews December 8, 2025December 8, 2025

    କଟକ ( TKNEWSMEDIA ) : କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକର ଓଡ଼ଖଣ୍ଡ ଗ୍ରାମର ଯୁବ ଇଞ୍ଜିନିୟର ମନମୋହନ ସେଠୀ ଗୋସେବା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ବର୍ତ୍ତମାନ ସମୟରେ ଯେଉଁଠି ଗୋସେବା ଓ ସୁରକ୍ଷାରେ ଯେଉଁଭଳି ସମସ୍ୟା ଦେଖା ଦେଇଛି। ସେଠି ଦୀର୍ଘ ୨୬ ବର୍ଷ ଧରି ଗୋଟେ ଗାଈକୁ ନିଜ ଘରେ ପାଳନ କରି ତାର ଶେଷ ସମୟ ପର୍ଯ୍ୟନ୍ତ ତାକୁ ନିଜ ଘରେ ରଖିଥିଲେ। କିଛି ଦିନ ପୂର୍ବରୁ ଗୋମାତାର ଦେହାନ୍ତ ହୋଇଥିଲେ…

    Read More ଗୋ ସେବାର ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କଲେ ଯୁବ ଇଞ୍ଜିନିୟର ମନମୋହନContinue

  • ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର
    ଆଜିର ଖବର

    ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର

    Bytknews December 6, 2025December 6, 2025

    ଫୁଲବାଣୀ (TKNEWSMEDIA) 05/12/2025 : କନ୍ଧମାଳ ଜିଲ୍ଲା ପରିଷଦର ସମ୍ମିଳନୀ କକ୍ଷରେ ଆର୍ଥିକ କ୍ଷେତ୍ରରେ ଦାବି କରାଯାଇନଥିବା ସମ୍ପତ୍ତିର ଦକ୍ଷ ଏବଂ ଶିଘ୍ର ବିନିଯୋଗକୁ ସହଜ କରିବା ପାଇଁ ଦାବିହୀନ ଜମାରାଶି ସୁରକ୍ଷା ସଚେତନତା ଶିବିର ଆୟୋଜିତ ହୋଇଛି । ଏହାର ଶୀର୍ଷକ ଥିଲା “ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର’’ । ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ମୁଖ୍ୟ ଅତିଥି ଯୋଗ ଦେଇ ୧୧ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା…

    Read More ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାରContinue

  • ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ
    ଆଜିର ଖବର

    ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ

    Bytknews December 6, 2025December 6, 2025

    ଫୁଲବାଣୀ (TKNEWSMEDIA) 05/12/2025 : ଫୁଲବାଣୀ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଛି । ଚଳିତ ବର୍ଷର ବିଷୟ ବସ୍ତୁ ଥିଲା “ ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା ‘’ । ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ ଯୋଗ ଦେଇଥିଲେ l ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଚିତ୍ତରଞ୍ଜନ ଶତପତି ବିଶ୍ଵ ମୃତ୍ତିକା ଦିବସର ଉଦ୍ଦେଶ୍ୟ ବିଷୟରେ ଅବଗତ କରିବା ସହ…

    Read More ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତContinue

  • କନ୍ଧମାଳ ମହୋତ୍ସବ 2026 ଜାନୁଆରୀ 7 ରୁ 11
    ଆଜିର ଖବର

    କନ୍ଧମାଳ ମହୋତ୍ସବ 2026 ଜାନୁଆରୀ 7 ରୁ 11

    Bytknews December 4, 2025December 4, 2025

    ଫୁଲବାଣୀ (TKNEWSMEDIA) 03/12/2025 : କନ୍ଧମାଳ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ କନ୍ଧମାଳ ମହୋତ୍ସବ, କୃଷି ମେଳା ଓ ପଲ୍ଲିଶ୍ରୀ ମେଳା ୨୦୨୬ର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି । ଜିଲ୍ଲାପାଳ ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ ଯେ କନ୍ଧମାଳ ଜିଲ୍ଲାର ସଂସ୍କୃତି ଓ ପରମ୍ପରା ଏବଂ ଅନ୍ୟ ରାଜ୍ୟ ଓ ଦେଶର ପରମ୍ପରା ସହ ଲୋକଙ୍କୁ ଯୋଡିବା ସହିତ କୃଷକ ଓ ଜନମାନସଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା…

    Read More କନ୍ଧମାଳ ମହୋତ୍ସବ 2026 ଜାନୁଆରୀ 7 ରୁ 11Continue

  • ଆଜିର ଖବର

    ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଉଦଯାପିତ

    Bytknews December 2, 2025December 2, 2025

    ଟିକାବାଲି (TKNEWSMEDIA ) 01/12/2025 : କନ୍ଧମାଳ ଜିଲ୍ଲାର ଟିକାବାଲି ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟରେ ତ୍ରି ଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଛି । ମୁଖ୍ୟଅତିଥି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ଗୀତାଞ୍ଜଳି ଦାସ ଯୋଗ ଦେଇ ଜାତୀୟ ସେବା ଯୋଜନାର ଯେଉଁ ଆଭିମୁଖ୍ୟ ରହିଛି , ସ୍ବେଛାସେବୀ ହିଁ ଲକ୍ଷ୍ୟ ପୂରଣ କରି ପାରିବେ ବୋଲି ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା କନ୍ଧମାଳ ଜିଲ୍ଲା ସହରାଞ୍ଚଳ…

    Read More ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଉଦଯାପିତContinue

  • ଆଜିର ଖବର

    ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ୨୦୨୫

    Bytknews December 2, 2025December 2, 2025

    ଫୁଲବାଣୀ (TKNEWSMEDIA) 02/12/2025 : ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଓ ବନାବାସୀ ସେବା ସମିତିର ମିଳିତ ଆନୁକୁଲ୍ୟରେ ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ୨୦୨୫ ଆୟୋଜିତ ହୋଇଛି।ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ସମ୍ମାନୀତ ଅତିଥି ଫୁଲବାଣୀ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼. ଅକ୍ଷୟ କୁମାର…

    Read More ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ୨୦୨୫Continue

  • ଆଜିର ଖବର

    ବଇଡ଼ା ହାଇସ୍କୁଲରେ କନ୍ଧମାଳ ଜିଲ୍ଲା ସ୍ତରୀୟ ସର୍ଗିଫୁଲ – 2025 ଉଦଘାଟିତ

    Bytknews November 28, 2025November 28, 2025

    ଫୁଲବାଣୀ (TKNEWSMEDIA ) 28/11/2025 : କନ୍ଧମାଳ ଜିଲ୍ଲାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ଆଜି ଶିଶୁ ପ୍ରତିଭା ଅନ୍ୱେଷଣ ନିମନ୍ତେ ଜିଲ୍ଲା ସ୍ତରୀୟ ସର୍ଗିଫୁଲ 2025 ଜିଲ୍ଲା ମଙ୍ଗଳ ଅଧିକାରୀ ରବି ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେବଇଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା କହଁର, ଗଞ୍ଜୁଗୁଡ଼ା ସରପଞ୍ଚ ଆଲୋକ…

    Read More ବଇଡ଼ା ହାଇସ୍କୁଲରେ କନ୍ଧମାଳ ଜିଲ୍ଲା ସ୍ତରୀୟ ସର୍ଗିଫୁଲ – 2025 ଉଦଘାଟିତContinue

  • ଆଜିର ଖବର

    ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ 2025 ଡିସେମ୍ବର 13 ଶନିବାର

    Bytknews November 28, 2025November 28, 2025

    ଫୁଲବାଣୀ (TKNEWSMEDIA) 27/11/2025 : କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା କୋର୍ଟ ପରିସରରେ ଏବଂ ତାଲୁକ୍‌ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ୧୩.୧୨.୨୦୨୫ ତାରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ, ଜିଲ୍ଲା ଆଇନସେବା ପ୍ରାଧିକରଣ , କନ୍ଧମାଳ, ଫୁଲବାଣୀ ସୂଚନା ଦେଇଛନ୍ତି । ସୂଚନାରୁ ଜଣାପଡ଼ିଛି ଯେ, ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା ଫୌଜଦାରି,(ସାଲିସ ଯୋଗ୍ୟ), ଚେକ୍‌…

    Read More ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ 2025 ଡିସେମ୍ବର 13 ଶନିବାରContinue

Page navigation

Previous PagePrevious 1 … 3 4 5 6 7 Next PageNext
  • About Us
  • Contact Us
  • Privacy Policy

© 2026 The Kandhamal Times

  • ଅପରାଧ
  • ଆଜିର ଖବର
  • ଧର୍ମ
  • ମନୋରଞ୍ଜନ
  • ରାଜନୀତି
  • ସ୍ୱାସ୍ଥ୍ୟ