ଚଳିତ ବର୍ଷରୁ ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଜ୍ଞାନ ପଢିବା ନେଇ ଫୁଲବାଣୀରେ ସାମ୍ବାଦିକ ସମ୍ମିଳନୀ
କନ୍ଧମାଳ (TKNEWSMEDIA) ଓଡିଆ ଭାଷାରେ ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢିବା ପାଇଁ ଫୁଲବାଣୀ ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାଷା ଆନ୍ଦୋଳନର ଜିଲ୍ଲା ପ୍ରମୁଖ ଅଶୋକ ପରିଡା ଗଣ ମାଧ୍ୟମ ପ୍ରତିନିଧିମାନଙ୍କୁ ସ୍ଵାଗତ କରି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ମିଳିତ ସହଯୋଗରେ ଓଡିଆ ଭାଷାରେ ପୁସ୍ତକ ପ୍ରସ୍ତୁତ କରାଯାଇଥିବା ସୂଚନା ଦେଇଥିଲେ। ପ୍ରତ୍ୟେକ ସରକାରୀ ଯୁକ୍ତ ଦୁଇ ଉଚ୍ଚ…
