THE KANDHAMAL TIMES TK NEWS MEDIA ର ଦଶମ ସ୍ୱନକ୍ଷତ୍ର ମହୋତ୍ସବ ପାଳନ ଉପଲକ୍ଷେ IIAT COMPUTER EDUCATION LINEPADA ଅନୁଷ୍ଠାନରେ ମାଗଣାରେ କମ୍ପୁଟର ଏବଂ ଇଂଲିଶ ଶିକ୍ଷା ପ୍ରଦାନ
ଲାଇନପଡା (TKNEWSMEDIA) 11/11/2025 : THE KANDHAMAL TIMES TK NEWS MEDIA ର ଦଶମ ସ୍ୱନକ୍ଷତ୍ର ମହୋତ୍ସବ ପାଳନ ଉପଲକ୍ଷେ IIAT COMPUTER EDUCATION LINEPADA ଅନୁଷ୍ଠାନରେ ପ୍ରତ୍ୟେକ ରବିବାର ଦିନ ମାଗଣାରେ Comuter ଏବଂ English Language ର ଉର୍ନ୍ନତି ପାଇଁ ପ୍ରଥମ ଶ୍ରେଣୀ ଠାରୁ କଲେଜ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶିକ୍ଷାଦାନ ଚାଲିଛି l କନ୍ଧମାଳ ଜିଲ୍ଲାର ଉର୍ନ୍ନତି ପାଇଁ TK NEWS MEDIA ର ସ୍ୱତନ୍ତ୍ର ପ୍ରୟାସ ଜାରି ରହିଛି…
