THE KANDHAMAL TIMES TK NEWS MEDIA ର ଦଶମ ସ୍ୱନକ୍ଷତ୍ର ମହୋତ୍ସବ ପାଳନ ଉପଲକ୍ଷେ IIAT COMPUTER EDUCATION LINEPADA ଅନୁଷ୍ଠାନରେ ମାଗଣାରେ କମ୍ପୁଟର ଏବଂ ଇଂଲିଶ ଶିକ୍ଷା ପ୍ରଦାନ

ଲାଇନପଡା (TKNEWSMEDIA) 11/11/2025 : THE KANDHAMAL TIMES TK NEWS MEDIA ର ଦଶମ ସ୍ୱନକ୍ଷତ୍ର ମହୋତ୍ସବ ପାଳନ ଉପଲକ୍ଷେ IIAT COMPUTER EDUCATION LINEPADA ଅନୁଷ୍ଠାନରେ ପ୍ରତ୍ୟେକ ରବିବାର ଦିନ ମାଗଣାରେ Comuter ଏବଂ English Language ର ଉର୍ନ୍ନତି ପାଇଁ ପ୍ରଥମ ଶ୍ରେଣୀ ଠାରୁ କଲେଜ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶିକ୍ଷାଦାନ ଚାଲିଛି l

କନ୍ଧମାଳ ଜିଲ୍ଲାର ଉର୍ନ୍ନତି ପାଇଁ TK NEWS MEDIA ର ସ୍ୱତନ୍ତ୍ର ପ୍ରୟାସ ଜାରି ରହିଛି l ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରାଯାଇଛି l ଏହି ସୁଯୋଗକୁ ସମସ୍ତ ଛାତ୍ର ଛାତ୍ରୀ ପାଇବା ପାଇଁ ନାମ ପଞ୍ଜିକରଣ କରିବାକୁ TK NEWS MEDIA ର Editor-cum-Founder ସୂର୍ଯ୍ୟନାରାୟଣ ନାୟକ ଙ୍କ ନିବେଦନ l

Head Office : LINEPADA, KANDHAMAL, ODISHA, INDIA

ଯୋଗାଯୋଗ ନମ୍ବର : 8144813741 / 8280272411