କନ୍ଧମାଳ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
କନ୍ଧମାଳ (TKNEWSMEDIA ) 14/01/2026 : ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ହେବା ପରେ ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଥିଲେ। ଫୁଲବାଣୀ ସର୍କିଟ ହାଉସରେ ପହଞ୍ଚି ପ୍ରଥମେ ଇ-ଲାଇବ୍ରେରୀ ଓ ପରେ ମେଡିକାଲ କଲେଜ୍ ପରିଦର୍ଶନ କରିଥିଲେ। ଦାରିଙ୍ଗବାଡିର କଫି ବଗିଚା ପରିଦର୍ଶନ କରିବା ସହ କଫି ଚାଷୀ ଓ ବେପାରୀମାନଙ୍କ ସହ ଆଲୋଚନା କରିଥିଲେ l ଦାରିଙ୍ଗବାଡି ହିଲ୍ ଭ୍ୟୁ ଦର୍ଶନ…
