କୋଟଗଡ (TKNEWSMEDIA ) 25/01/2025 : କନ୍ଧମାଳ ଜିଲ୍ଲାର କୋଟଗଡ ବ୍ଲକର ଓରା ଗ୍ରାମ ପଞ୍ଚାୟତରେ ଦୀର୍ଘ ଦିନ ହେବ ନୂତନ ଜି. ଓ ଟାୱାର ନିର୍ମାଣ ହୋଇ ଅଚଳ ଅବସ୍ଥାରେ ପଡ଼ିରହିଛି l ଏହି ପଞ୍ଚାୟତର ଜନସାଧାରଣ ଯୋଗାଯୋଗ କ୍ଷେତ୍ରରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l
ଏଥିପ୍ରତି ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ଯୁଦ୍ଧକାଳୀନ ଭିତ୍ତିରେ ଅଚଳ ଜି. ଓ ଟାୱାର ସଚଳ କରିବା ପାଇଁ ସାଧାରଣରେ ଦାବି ହେଉଛି l