Skip to content
The Kandhamal Times
  • ଅପରାଧ
  • ଆଜିର ଖବର
  • ଧର୍ମ
  • ମନୋରଞ୍ଜନ
  • ରାଜନୀତି
  • ସ୍ୱାସ୍ଥ୍ୟ
The Kandhamal Times
  • ଫୁଲବାଣୀରେ ପଞ୍ଚାୟତରାଜ ଦିବସ -2025 ପାଳିତ
    ଆଜିର ଖବର

    ଫୁଲବାଣୀରେ ପଞ୍ଚାୟତରାଜ ଦିବସ -2025 ପାଳିତ

    Bytknews April 25, 2025April 25, 2025

    ଫୁଲବାଣୀ (TKNEWSMEDIA ) 24/04/2025 : ଫୁଲବାଣୀ ବିଜୁ ସ୍ମୃତି କଲ୍ୟାଣ ମଣ୍ଡପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଜିଲ୍ଲା ପ୍ରଶାସନ, କନ୍ଧମାଳର ମିଳିତ ଆନୁକୂଲ୍ୟରେ ଜାତୀୟ ପଞ୍ଚାୟତିରାଜ ଦିବସ – ୨୦୨୫ ପାଳିତ ହୋଇଛି । କାଶ୍ମୀରର ପହଳଗ୍ରାମଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣହରାଇଥିବା ୨୬ଜଣ ପର୍ଯ୍ୟଟକଙ୍କ ଆତ୍ମାର ସଦଗତି ପାଇଁ ୨ ମିନିଟର ନୀରବ ପ୍ରାର୍ଥନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନ୍ୟବର ବିଧାୟକ, ଫୁଲବାଣୀ…

    Read More ଫୁଲବାଣୀରେ ପଞ୍ଚାୟତରାଜ ଦିବସ -2025 ପାଳିତContinue

  • ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ
    ଆଜିର ଖବର

    ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ

    Bytknews April 14, 2025April 14, 2025

    ଫୁଲବାଣୀ ( TKNEWSMEDIA) 13/04/2025 : ଓଡିଆ ପକ୍ଷପାଳନ ୨୦୨୫ ଅବସରରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଶ୍ରୀ ଅନ୍ନ ଅଭିଯାନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସେବାଶ୍ରମ ସଂସ୍କୃତ ବିଦ୍ୟାପୀଠରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ ଓଡ଼ିଶାର ଆଦିବାସୀ ସମୁଦାୟରେ ଶ୍ରୀ ଅନ୍ନ ବା ମିଲେଟ ଏକ ପାରମ୍ପରିକ ଖାଦ୍ୟ । ଏହାର ପ୍ରୋତ୍ସାହନ…

    Read More ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମContinue

  • କନ୍ଧମାଳର 12ଟି ବ୍ଲକରେ 40ଟି କେନ୍ଦ୍ରରେ ଆୟୁଷ୍ମାନ ସ୍ମାର୍ଟ କାର୍ଡର ଶୁଭାରମ୍ଭ
    ଆଜିର ଖବର

    କନ୍ଧମାଳର 12ଟି ବ୍ଲକରେ 40ଟି କେନ୍ଦ୍ରରେ ଆୟୁଷ୍ମାନ ସ୍ମାର୍ଟ କାର୍ଡର ଶୁଭାରମ୍ଭ

    Bytknews April 13, 2025April 13, 2025

    କନ୍ଧମାଳ (TKNEWSMEDIA )11/04/2025 : ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆୟୁଷ୍ମାନ କାର୍ଡ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । କନ୍ଧମାଳ ଜିଲ୍ଲାର ସମସ୍ତ ୧୨ ଗୋଟି ବ୍ଲକର ୪୦ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଟିଏ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ସିଧା ପ୍ରାସାରଣ ହୋଇଛି । ଫୁଲବାଣୀ କରୋନେସନପଡିଆରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ସନ୍ତୋଷ…

    Read More କନ୍ଧମାଳର 12ଟି ବ୍ଲକରେ 40ଟି କେନ୍ଦ୍ରରେ ଆୟୁଷ୍ମାନ ସ୍ମାର୍ଟ କାର୍ଡର ଶୁଭାରମ୍ଭContinue

  • ଏବିଭିପି ତରଫରୁ ବିଜେବି କଲେଜରେ ଓଡିଶା ଦିବସ ପାଳିତ
    ଆଜିର ଖବର

    ଏବିଭିପି ତରଫରୁ ବିଜେବି କଲେଜରେ ଓଡିଶା ଦିବସ ପାଳିତ

    Bytknews March 31, 2025April 1, 2025

    ଭୁବନେଶ୍ୱର (TKNEWSMEDIA ) 31/03/2025 : ଭୁବନେଶ୍ୱର ବିଜେବି କଲେଜରେ ABVP ତରଫରୁ ଓଡିଶା ଦିବସ ପାଳିତ ହୋଇଛି l ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ଓଡିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ପାଇଥିଲା l ପ୍ରଭୁ ଜଗନ୍ନାଥଙ୍କର ଏହି ଭୂମିରେ କେତେ ମହାନ ପୁରୁଷ ଜନ୍ମ ଗ୍ରହଣ କରି ମା ମାଟି ପାଇଁ ସେବା କରିଛନ୍ତି l ଓଡ଼ିଶା ଦିବସ ଉପଲକ୍ଷେ 31 ତାରିଖ ସନ୍ଧ୍ୟାରେ ଓଡ଼ିଶାକୁ ସ୍ଵତନ୍ତ୍ର ଭାଷା ଭିତିକ ରାଜ୍ୟରେ ପରିଣତ…

    Read More ଏବିଭିପି ତରଫରୁ ବିଜେବି କଲେଜରେ ଓଡିଶା ଦିବସ ପାଳିତContinue

  • ୧୪ ଏପ୍ରିଲକୁ ଆମ୍ବେଦକରଙ୍କ ଜୟନ୍ତୀ ପାଇଁ କେନ୍ଦ୍ର ଛୁଟି ଘୋଷଣା କରିଛି।
    ଆଜିର ଖବର

    ୧୪ ଏପ୍ରିଲକୁ ଆମ୍ବେଦକରଙ୍କ ଜୟନ୍ତୀ ପାଇଁ କେନ୍ଦ୍ର ଛୁଟି ଘୋଷଣା କରିଛି।

    Bytknews March 29, 2025March 29, 2025

    ସମାଜ ଏବଂ ସମ୍ବିଧାନ ପ୍ରତି ତାଙ୍କ ଅବଦାନ ଅତୁଳନୀୟ। ସେଥିପାଇଁ କେନ୍ଦ୍ର ସରକାର ଶୁକ୍ରବାର ଦିନ ୧୪ ଏପ୍ରିଲକୁ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମବାର୍ଷିକୀକୁ ସାଧାରଣ ଛୁଟି ଘୋଷଣା କରିଛନ୍ତି।କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସମ୍ବିଧାନର ସ୍ଥପତି, ସମାଜରେ ସମାନତାର ଏକ ନୂତନ ଯୁଗ ପ୍ରତିଷ୍ଠା କରିଥିବା ବ୍ୟକ୍ତି, ଆମର ପୂଜ୍ୟ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଜୀଙ୍କ ଜନ୍ମ ବାର୍ଷିକୀରେ ସରକାରୀ କ୍ଷେତ୍ରରେ ସାଧାରଣ ଛୁଟି ରହିବ। ଏହି ନିଷ୍ପତ୍ତି ନେଇ ବାବା ସାହେବଙ୍କ…

    Read More ୧୪ ଏପ୍ରିଲକୁ ଆମ୍ବେଦକରଙ୍କ ଜୟନ୍ତୀ ପାଇଁ କେନ୍ଦ୍ର ଛୁଟି ଘୋଷଣା କରିଛି।Continue

  • ଭୁଲ୍‌ରେ ବି କାହାଠାରୁ ଉଧାର ମାଗି ବ୍ୟବହାର କରନ୍ତୁ ନାହିଁ ଏସବୁ ଜିନିଷ
    ଧର୍ମ

    ଭୁଲ୍‌ରେ ବି କାହାଠାରୁ ଉଧାର ମାଗି ବ୍ୟବହାର କରନ୍ତୁ ନାହିଁ ଏସବୁ ଜିନିଷ

    Bytknews March 29, 2025March 29, 2025

    ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବହୁତ ଗୁରୁତ୍ୱ ଅଛି। ବାସ୍ତୁ ଶାସ୍ତ୍ର ଅନୁସାରେ କାରବାରରେ କେଉଁ ଜିନିଷଗୁଡ଼ିକ ଏଡାଇବା ଉଚିତ। ତାହା ଜାଣି ରଖନ୍ତୁ | ଲୁଣକୁ ସକାରାତ୍ମକ ଶକ୍ତିର ପ୍ରତୀକ ବୋଲି ବିବେଚନା କରାଯାଏ। ଅନ୍ୟ କାହା ଦ୍ୱାରା ବ୍ୟବହୃତ ଲୁଣ ଘରକୁ ନକାରାତ୍ମକ ଶକ୍ତି ଆଣିପାରେ, ଯାହା ଆର୍ଥିକ ସମସ୍ୟା ସୃଷ୍ଟି କରିପାରେ।ଘଣ୍ଟା ସମୟର ପ୍ରତୀକ, ଏବଂ ସମୟ ମଧ୍ୟ ଟଙ୍କା ସହିତ ଜଡିତ। ତେଣୁ କାହାଠାରୁ ଧାର ନିଆଯାଇଥିବା ଘଣ୍ଟା କିମ୍ବା ଅନ୍ୟ…

    Read More ଭୁଲ୍‌ରେ ବି କାହାଠାରୁ ଉଧାର ମାଗି ବ୍ୟବହାର କରନ୍ତୁ ନାହିଁ ଏସବୁ ଜିନିଷContinue

  • ଖରାଦିନେ ଲେମ୍ବୁ ପାଣି ପିଉଛନ୍ତି କି? ଏହାର କ୍ଷତି ବିଷୟରେ ଜାଣନ୍ତୁ
    ସ୍ୱାସ୍ଥ୍ୟ

    ଖରାଦିନେ ଲେମ୍ବୁ ପାଣି ପିଉଛନ୍ତି କି? ଏହାର କ୍ଷତି ବିଷୟରେ ଜାଣନ୍ତୁ

    Bytknews March 29, 2025March 29, 2025

    ସକାଳୁ ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ । ଲେମ୍ବୁପାଣିରେ ପୋଟାସିୟମ, ଫୋଲେଟ, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ ସି ଆଦି ତତ୍ତ୍ୱ ରହିଥାଏ। ଲେମ୍ବୁପାଣିରେ ଥିବା କ୍ୟାଲସିୟମ ଅକ୍ସାଲେଟ କିଡନୀ ଷ୍ଟୋନ ସମସ୍ୟା ଦୂର କରିଥାଏ। ତେଣୁ ସକାଳେ ଏଥିରୁ ଅଧାଗ୍ଲାସ ପିଇଲେ ବହୁ ଫାଇଦା ମିଳେ। ଏଗୁଡିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଲେମ୍ବୁରେ ଭିଟାମିନ୍ ଏବଂ ମିନେରାଲ୍ସ ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହା ରୋଗ…

    Read More ଖରାଦିନେ ଲେମ୍ବୁ ପାଣି ପିଉଛନ୍ତି କି? ଏହାର କ୍ଷତି ବିଷୟରେ ଜାଣନ୍ତୁContinue

  • କଣ୍ଟିଲୋ ନୀଳମାଧବଙ୍କୁ ପୂଜା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
    ଆଜିର ଖବର

    କଣ୍ଟିଲୋ ନୀଳମାଧବଙ୍କୁ ପୂଜା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

    Bytknews March 24, 2025March 24, 2025

    ସୋମବାର ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଭୁବନେଶ୍ୱର ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋ ନୀଳମାଧବ ମନ୍ଦିର ନିକଟ ହେଲିପ୍ୟାଡରେ ଓହ୍ଲାଇଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ରାଷ୍ଟ୍ରପତି ନୀଳମାଧବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ।ତାଙ୍କ ସହିତ ରାଜ୍ୟପାଳ ହରିବାବୁ କାମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ରାଷ୍ଟ୍ରପତି ‘ଆରତୀ’ ମଧ୍ଯ କରିଥିଲେ। ଖଣ୍ଡପଡ଼ା ବ୍ଲକରେ ମହାନଦୀ…

    Read More କଣ୍ଟିଲୋ ନୀଳମାଧବଙ୍କୁ ପୂଜା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।Continue

Page navigation

Previous PagePrevious 1 … 5 6 7
  • About Us
  • Contact Us
  • Privacy Policy

© 2026 The Kandhamal Times

  • ଅପରାଧ
  • ଆଜିର ଖବର
  • ଧର୍ମ
  • ମନୋରଞ୍ଜନ
  • ରାଜନୀତି
  • ସ୍ୱାସ୍ଥ୍ୟ