Skip to content
The Kandhamal Times
  • ଅପରାଧ
  • ଆଜିର ଖବର
  • ଧର୍ମ
  • ମନୋରଞ୍ଜନ
  • ରାଜନୀତି
  • ସ୍ୱାସ୍ଥ୍ୟ
The Kandhamal Times
  • ଚଳିତ ବର୍ଷରୁ ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଜ୍ଞାନ ପଢିବା ନେଇ ଫୁଲବାଣୀରେ ସାମ୍ବାଦିକ ସମ୍ମିଳନୀ
    ଆଜିର ଖବର

    ଚଳିତ ବର୍ଷରୁ ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଜ୍ଞାନ ପଢିବା ନେଇ ଫୁଲବାଣୀରେ ସାମ୍ବାଦିକ ସମ୍ମିଳନୀ

    Bytknews May 29, 2026May 29, 2026

    କନ୍ଧମାଳ (TKNEWSMEDIA) ଓଡିଆ ଭାଷାରେ ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢିବା ପାଇଁ ଫୁଲବାଣୀ ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାଷା ଆନ୍ଦୋଳନର ଜିଲ୍ଲା ପ୍ରମୁଖ ଅଶୋକ ପରିଡା ଗଣ ମାଧ୍ୟମ ପ୍ରତିନିଧିମାନଙ୍କୁ ସ୍ଵାଗତ କରି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ମିଳିତ ସହଯୋଗରେ ଓଡିଆ ଭାଷାରେ ପୁସ୍ତକ ପ୍ରସ୍ତୁତ କରାଯାଇଥିବା ସୂଚନା ଦେଇଥିଲେ। ପ୍ରତ୍ୟେକ ସରକାରୀ ଯୁକ୍ତ ଦୁଇ ଉଚ୍ଚ…

    Read More ଚଳିତ ବର୍ଷରୁ ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଜ୍ଞାନ ପଢିବା ନେଇ ଫୁଲବାଣୀରେ ସାମ୍ବାଦିକ ସମ୍ମିଳନୀContinue

  • OSRTC ମୁଖ୍ୟମନ୍ତ୍ରୀ ବସ୍ ସେବା ଚକାପାଦ ଠାରୁ ଲାଇନପଡା ଭାୟା ବେହେରାଗାଁ-ସୁନାପାଙ୍ଗା-ଲଦା -ଖୁଡୁତେନ୍ତୁଳି ରାସ୍ତାରେ ଯାତାୟାତ ପାଇଁ ନିବେଦନ
    ଆଜିର ଖବର

    OSRTC ମୁଖ୍ୟମନ୍ତ୍ରୀ ବସ୍ ସେବା ଚକାପାଦ ଠାରୁ ଲାଇନପଡା ଭାୟା ବେହେରାଗାଁ-ସୁନାପାଙ୍ଗା-ଲଦା -ଖୁଡୁତେନ୍ତୁଳି ରାସ୍ତାରେ ଯାତାୟାତ ପାଇଁ ନିବେଦନ

    Bytknews May 26, 2026May 26, 2026

    କନ୍ଧମାଳ (TKNEWSMEDIA) 26/05/2026 : କନ୍ଧମାଳ ଜିଲ୍ଲାର ବେହେରାଗାଁ – ଲଦା- ଲାଇନପଡା ରାସ୍ତାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ବସ ଯାତାୟାତ କରୁନଥିବାରୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l OSRTC ମୁଖ୍ୟମନ୍ତ୍ରୀ ବସ୍ ସେବା ଚକାପାଦ ଠାରୁ ଲାଇନପଡା ଭାୟା ବେହେରାଗାଁ – ସୁନାପାଙ୍ଗା – ଲଦା – ଖୁଡୁତେନ୍ତୁଳି ରାସ୍ତାରେ ଆସିବ ଏବଂ ଲାଇନପଡା ଠାରୁ ଚକାପାଦ ଭାୟା ଶଙ୍କରାଖୋଲ – ଆରାବକା – ବସ୍ତିଙ୍ଗିଆ ରାସ୍ତାରେ ଫେରିବ ଦ୍ୱିତୀୟ…

    Read More OSRTC ମୁଖ୍ୟମନ୍ତ୍ରୀ ବସ୍ ସେବା ଚକାପାଦ ଠାରୁ ଲାଇନପଡା ଭାୟା ବେହେରାଗାଁ-ସୁନାପାଙ୍ଗା-ଲଦା -ଖୁଡୁତେନ୍ତୁଳି ରାସ୍ତାରେ ଯାତାୟାତ ପାଇଁ ନିବେଦନContinue

  • କନ୍ଧମାଳରେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟିର ପ୍ରସ୍ତୁତି ବୈଠକ
    ଆଜିର ଖବର

    କନ୍ଧମାଳରେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟିର ପ୍ରସ୍ତୁତି ବୈଠକ

    Bytknews May 23, 2026May 23, 2026

    କନ୍ଧମାଳ (TKNEWSMEDIA) ୨୨/ ୦୫/ ୨୦୨୬ : ଆସନ୍ତା ୨୦୨୬ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କନ୍ଧମାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ (ପଞ୍ଚାୟତ ଭବନ) ରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ଏବଂ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ…

    Read More କନ୍ଧମାଳରେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟିର ପ୍ରସ୍ତୁତି ବୈଠକContinue

  • ଜିନା ରାଣୀ ସାହୁ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମ
    ଆଜିର ଖବର

    ଜିନା ରାଣୀ ସାହୁ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମ

    Bytknews May 23, 2026May 23, 2026

    କନ୍ଧମାଳ (TKNEWSMEDIA ) 21/05/2026 : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର +୩ ଶେଷ ବର୍ଷ (ସ୍ନାତକ) ପରୀକ୍ଷାରେ ଫୁଲବାଣୀ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟର ନୃତତ୍ତ୍ୱ ବିଭାଗର ଛାତ୍ରୀ ଜିନା ରାଣୀ ସାହୁ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଶୁଭ୍ରା ପ୍ରିୟଦର୍ଶନୀ ପ୍ରଧାନ ଓ ତୃତୀୟ ସ୍ଥାନରେ ବୈଶାଳୀ ବାଘ , ଅର୍ଚ୍ଚନା ମଲ୍ଲିକ ଚତୁର୍ଥ, ସ୍ୱୟଂପ୍ରଭା ପ୍ରଧାନ ପଞ୍ଚମ, ମିନୁ ପ୍ରଧାନ ଷଷ୍ଠ, ଅନୁପମା କହଁର…

    Read More ଜିନା ରାଣୀ ସାହୁ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମContinue

  • ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟର ଗୌରବ
    ଆଜିର ଖବର

    ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟର ଗୌରବ

    Bytknews May 22, 2026May 22, 2026

    କନ୍ଧମାଳ (TKNEWSMEDIA) ୨୨/୦୫/୨୦୨୬ : କନ୍ଧମାଳ ଜିଲ୍ଲାର ଯୁକ୍ତଦୁଇ ୨୦୨୬ ପରୀକ୍ଷାରେ ଫୁଲବାଣୀ ସଞ୍ଜୟ ସ୍ମୃତି ସରକାରୀ ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଗୌରବ ନିର୍ମାଲ୍ୟ ମଞ୍ଜରି ନାୟକ କଳା ବିଭାଗରେ ୬୦୦ ରୁ ୫୫୨ ନମ୍ବର (୯୨%) ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟ ଛାତ୍ରୀ ମଧୁସ୍ମିତା ପ୍ରଧାନ ୬୦୦ ରୁ ୫୪୬ ନମ୍ବର (୯୧%) ରଖି ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାରୁ ଅଧ୍ୟକ୍ଷା ଡକ୍ଟର ତନୁଜା ସିଂହଙ୍କ ତରଫରୁ ଶୁଭେଚ୍ଛା, ଶୁଭକାମନା…

    Read More ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟର ଗୌରବContinue

  • କନ୍ଧମାଳ ଗସ୍ତରେ ଦକ୍ଷିଣାଞ୍ଚଳ I&PR ଉପନିର୍ଦ୍ଦେଶକ : ଜିଲ୍ଲା ସୂଚନା କାର୍ଯ୍ୟାଳୟର କାର୍ଯ୍ୟଧାରା ସମୀକ୍ଷା
    ଆଜିର ଖବର

    କନ୍ଧମାଳ ଗସ୍ତରେ ଦକ୍ଷିଣାଞ୍ଚଳ I&PR ଉପନିର୍ଦ୍ଦେଶକ : ଜିଲ୍ଲା ସୂଚନା କାର୍ଯ୍ୟାଳୟର କାର୍ଯ୍ୟଧାରା ସମୀକ୍ଷା

    Bytknews May 21, 2026May 21, 2026

    କନ୍ଧମାଳ (TKNEWSMEDIA) 20/05/2026 : ସୂଚନା ଓ ଲୋକସମ୍ପର୍କ ବିଭାଗର କ୍ଷେତ୍ରସ୍ତରୀୟ କାର୍ଯ୍ୟକ୍ରମକୁ ଅଧିକ ଗତିଶୀଳ ଓ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ ଆଜି କନ୍ଧମାଳ ଜିଲ୍ଲାର ଦୁଇଦିନିଆ ଗସ୍ତ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶ୍ରୀ ପ୍ରଧାନ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଫୁଲବାଣୀସ୍ଥିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନଳିନୀକାନ୍ତ ସାହୁ ଓ ଉପଖଣ୍ଡ…

    Read More କନ୍ଧମାଳ ଗସ୍ତରେ ଦକ୍ଷିଣାଞ୍ଚଳ I&PR ଉପନିର୍ଦ୍ଦେଶକ : ଜିଲ୍ଲା ସୂଚନା କାର୍ଯ୍ୟାଳୟର କାର୍ଯ୍ୟଧାରା ସମୀକ୍ଷାContinue

  • ପ୍ରେସ୍ ବିଜ୍ଞପ୍ତି
    ଆଜିର ଖବର

    ପ୍ରେସ୍ ବିଜ୍ଞପ୍ତି

    Bytknews May 20, 2026May 20, 2026

    “ଭାଷା ସମୃଦ୍ଧି ଅଭିଯାନ” ପାଇଁ ଜିଲ୍ଲାସ୍ତରୀୟ କମିଟି ଗଠନ ନିମନ୍ତେ ଆବେଦନ ଆହ୍ୱାନ

    Read More ପ୍ରେସ୍ ବିଜ୍ଞପ୍ତିContinue

  • ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ କୃଷି ସମ୍ମିଳନୀ -୨୦୨୬’ : ଚାଷୀ ଓ ମାଟିର ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟର ରୋଡମ୍ୟାପ୍
    ଆଜିର ଖବର

    ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ କୃଷି ସମ୍ମିଳନୀ -୨୦୨୬’ : ଚାଷୀ ଓ ମାଟିର ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟର ରୋଡମ୍ୟାପ୍

    Bytknews May 19, 2026May 19, 2026

    ଭୁବନେଶ୍ୱର (TKNEWSMEDIA ) 19/05/2026 : ପୂର୍ବ ଭାରତର କୃଷି ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ଭୁବନେଶ୍ୱରଠାରେ ଆଜି ‘ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ -୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ୫ଟି ରାଜ୍ୟର କୃଷି ବିକାଶ ପାଇଁ ପ୍ରସ୍ତୁତ ହେବ ରୋଡ ମ୍ୟାପ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୂର୍ବ ଭାରତରେ କୃଷିର ଭବିଷ୍ୟତ ଓ ଚାଷୀଙ୍କ ସାମାଜିକ-ଆର୍ଥିକ ଉନ୍ନତି ପାଇଁ…

    Read More ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ କୃଷି ସମ୍ମିଳନୀ -୨୦୨୬’ : ଚାଷୀ ଓ ମାଟିର ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟର ରୋଡମ୍ୟାପ୍Continue

  • ଲୀଙ୍କିମା ପ୍ରଧାନ ଟିକାବାଲି ଏ.ଏମ୍. ସି.ଏସ. ମହାବିଦ୍ୟାଳର ଗୌରବ
    ଆଜିର ଖବର

    ଲୀଙ୍କିମା ପ୍ରଧାନ ଟିକାବାଲି ଏ.ଏମ୍. ସି.ଏସ. ମହାବିଦ୍ୟାଳର ଗୌରବ

    Bytknews May 17, 2026May 17, 2026

    କନ୍ଧମାଳ (TKNEWSMEDIA ) 16/05/2026 : କନ୍ଧମାଳ ଜିଲ୍ଲାର ଟିକାବାଲି ଏ.ଏମ୍. ସି.ଏସ. ମହାବିଦ୍ୟାଳର ଅର୍ଥନୀତି ବିଭାଗରେ ଅଧ୍ୟୟନ କରୁଥିବା ସ୍ନାତକ ଶେଷ ବର୍ଷ ଛାତ୍ରୀ ଲୀଙ୍କିମା ପ୍ରଧାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୦୨୬ ଶ୍ରେଷ୍ଠ ଦଶଜଣ ଙ୍କ ମଧ୍ୟରେ ନବମ ସ୍ଥାନରେ ରହି ଟିକାବାଲି କଲେଜ ଏବଂ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି l ସେ ଜଣେ ଗରିବ ଏବଂ ଆଦିବାସୀ ଛାତ୍ରୀ l କଲେଜର ଶିକ୍ଷାଦାନ ଓ ନିଜର ନିଷ୍ଠା ବଳରେ ବିଶ୍ୱବିଦ୍ୟାଳୟରେ ନବମ ସ୍ଥାନରେ…

    Read More ଲୀଙ୍କିମା ପ୍ରଧାନ ଟିକାବାଲି ଏ.ଏମ୍. ସି.ଏସ. ମହାବିଦ୍ୟାଳର ଗୌରବContinue

  • SLB ମାଧ୍ୟମରେ ନିଜ ମୋବାଇଲ Recharge କରି 20% Cash back ନେଇପାରିବେ
    ଆଜିର ଖବର

    SLB ମାଧ୍ୟମରେ ନିଜ ମୋବାଇଲ Recharge କରି 20% Cash back ନେଇପାରିବେ

    Bytknews May 16, 2026May 16, 2026

    SLB ମାଧ୍ୟମରେ ନିଜ ମୋବାଇଲ Recharge କରି 20% Cash back ନେଇପାରିବେ ଏବଂ ରୋଜଗାର ମଧ୍ୟ କରିପାରିବେ l SLB Recharge ମାଧ୍ୟମରେ 241 Recharge କରି 500 Recharge Point ର ଲାଭ ନିଅନ୍ତୁ l Contact No : 8144813741

    Read More SLB ମାଧ୍ୟମରେ ନିଜ ମୋବାଇଲ Recharge କରି 20% Cash back ନେଇପାରିବେContinue

Page navigation

1 2 3 … 7 Next PageNext
  • About Us
  • Contact Us
  • Privacy Policy

© 2026 The Kandhamal Times

  • ଅପରାଧ
  • ଆଜିର ଖବର
  • ଧର୍ମ
  • ମନୋରଞ୍ଜନ
  • ରାଜନୀତି
  • ସ୍ୱାସ୍ଥ୍ୟ