Skip to content
The Kandhamal Times
  • ଅପରାଧ
  • ଆଜିର ଖବର
  • ଧର୍ମ
  • ମନୋରଞ୍ଜନ
  • ରାଜନୀତି
  • ସ୍ୱାସ୍ଥ୍ୟ
The Kandhamal Times
  • ଆଜିର ଖବର

    ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଉଦଯାପିତ

    Bytknews December 2, 2025December 2, 2025

    ଟିକାବାଲି (TKNEWSMEDIA ) 01/12/2025 : କନ୍ଧମାଳ ଜିଲ୍ଲାର ଟିକାବାଲି ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟରେ ତ୍ରି ଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଛି । ମୁଖ୍ୟଅତିଥି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ଗୀତାଞ୍ଜଳି ଦାସ ଯୋଗ ଦେଇ ଜାତୀୟ ସେବା ଯୋଜନାର ଯେଉଁ ଆଭିମୁଖ୍ୟ ରହିଛି , ସ୍ବେଛାସେବୀ ହିଁ ଲକ୍ଷ୍ୟ ପୂରଣ କରି ପାରିବେ ବୋଲି ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା କନ୍ଧମାଳ ଜିଲ୍ଲା ସହରାଞ୍ଚଳ…

    Read More ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଉଦଯାପିତContinue

  • ଆଜିର ଖବର

    ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ୨୦୨୫

    Bytknews December 2, 2025December 2, 2025

    ଫୁଲବାଣୀ (TKNEWSMEDIA) 02/12/2025 : ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଓ ବନାବାସୀ ସେବା ସମିତିର ମିଳିତ ଆନୁକୁଲ୍ୟରେ ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ୨୦୨୫ ଆୟୋଜିତ ହୋଇଛି।ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ସମ୍ମାନୀତ ଅତିଥି ଫୁଲବାଣୀ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼. ଅକ୍ଷୟ କୁମାର…

    Read More ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ୨୦୨୫Continue

  • ଆଜିର ଖବର

    ବଇଡ଼ା ହାଇସ୍କୁଲରେ କନ୍ଧମାଳ ଜିଲ୍ଲା ସ୍ତରୀୟ ସର୍ଗିଫୁଲ – 2025 ଉଦଘାଟିତ

    Bytknews November 28, 2025November 28, 2025

    ଫୁଲବାଣୀ (TKNEWSMEDIA ) 28/11/2025 : କନ୍ଧମାଳ ଜିଲ୍ଲାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ଆଜି ଶିଶୁ ପ୍ରତିଭା ଅନ୍ୱେଷଣ ନିମନ୍ତେ ଜିଲ୍ଲା ସ୍ତରୀୟ ସର୍ଗିଫୁଲ 2025 ଜିଲ୍ଲା ମଙ୍ଗଳ ଅଧିକାରୀ ରବି ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେବଇଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା କହଁର, ଗଞ୍ଜୁଗୁଡ଼ା ସରପଞ୍ଚ ଆଲୋକ…

    Read More ବଇଡ଼ା ହାଇସ୍କୁଲରେ କନ୍ଧମାଳ ଜିଲ୍ଲା ସ୍ତରୀୟ ସର୍ଗିଫୁଲ – 2025 ଉଦଘାଟିତContinue

  • ଆଜିର ଖବର

    ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ 2025 ଡିସେମ୍ବର 13 ଶନିବାର

    Bytknews November 28, 2025November 28, 2025

    ଫୁଲବାଣୀ (TKNEWSMEDIA) 27/11/2025 : କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା କୋର୍ଟ ପରିସରରେ ଏବଂ ତାଲୁକ୍‌ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ୧୩.୧୨.୨୦୨୫ ତାରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ, ଜିଲ୍ଲା ଆଇନସେବା ପ୍ରାଧିକରଣ , କନ୍ଧମାଳ, ଫୁଲବାଣୀ ସୂଚନା ଦେଇଛନ୍ତି । ସୂଚନାରୁ ଜଣାପଡ଼ିଛି ଯେ, ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା ଫୌଜଦାରି,(ସାଲିସ ଯୋଗ୍ୟ), ଚେକ୍‌…

    Read More ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ 2025 ଡିସେମ୍ବର 13 ଶନିବାରContinue

  • ଆଜିର ଖବର

    ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ନିମନ୍ତେ ୧୦୦ ଦିନିଆ ଅଭିଯାନ

    Bytknews November 27, 2025November 27, 2025

    ଫୁଲବାଣୀ (TKNEWSMEDIA) 26/11/2025 : କନ୍ଧମାଳ ଜିଲ୍ଲାର ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ନିମନ୍ତେ ୧୦୦ ଦିନିଆ ଅଭିଯାନର ଶୁଭାରମ୍ଭ ହୋଇଛି । ଏହା ୨୭ ନଭେମ୍ବର ୨୦୨୫ ଠାରୁ ୮ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡେପୁଟି ଆରକ୍ଷୀ…

    Read More ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ନିମନ୍ତେ ୧୦୦ ଦିନିଆ ଅଭିଯାନContinue

  • ଆଜିର ଖବର

    THE KANDHAMAL TIMES TK NEWS MEDIA ର ଦଶମ ସ୍ୱନକ୍ଷତ୍ର ମହୋତ୍ସବ ପାଳନ ଉପଲକ୍ଷେ IIAT COMPUTER EDUCATION LINEPADA ଅନୁଷ୍ଠାନରେ ମାଗଣାରେ କମ୍ପୁଟର ଏବଂ ଇଂଲିଶ ଶିକ୍ଷା ପ୍ରଦାନ

    Bytknews November 11, 2025November 11, 2025

    ଲାଇନପଡା (TKNEWSMEDIA) 11/11/2025 : THE KANDHAMAL TIMES TK NEWS MEDIA ର ଦଶମ ସ୍ୱନକ୍ଷତ୍ର ମହୋତ୍ସବ ପାଳନ ଉପଲକ୍ଷେ IIAT COMPUTER EDUCATION LINEPADA ଅନୁଷ୍ଠାନରେ ପ୍ରତ୍ୟେକ ରବିବାର ଦିନ ମାଗଣାରେ Comuter ଏବଂ English Language ର ଉର୍ନ୍ନତି ପାଇଁ ପ୍ରଥମ ଶ୍ରେଣୀ ଠାରୁ କଲେଜ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶିକ୍ଷାଦାନ ଚାଲିଛି l କନ୍ଧମାଳ ଜିଲ୍ଲାର ଉର୍ନ୍ନତି ପାଇଁ TK NEWS MEDIA ର ସ୍ୱତନ୍ତ୍ର ପ୍ରୟାସ ଜାରି ରହିଛି…

    Read More THE KANDHAMAL TIMES TK NEWS MEDIA ର ଦଶମ ସ୍ୱନକ୍ଷତ୍ର ମହୋତ୍ସବ ପାଳନ ଉପଲକ୍ଷେ IIAT COMPUTER EDUCATION LINEPADA ଅନୁଷ୍ଠାନରେ ମାଗଣାରେ କମ୍ପୁଟର ଏବଂ ଇଂଲିଶ ଶିକ୍ଷା ପ୍ରଦାନContinue

  • ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଉପଲକ୍ଷେ TKNEWSMEDIA ପରିବାର ତରଫରୁ ସମସ୍ତ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା, ଶୁଭକାମନା ଏବଂ ଅଭିନନ୍ଦନ
    ଆଜିର ଖବର

    ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଉପଲକ୍ଷେ TKNEWSMEDIA ପରିବାର ତରଫରୁ ସମସ୍ତ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା, ଶୁଭକାମନା ଏବଂ ଅଭିନନ୍ଦନ

    Bytknews August 9, 2025August 9, 2025

    Read More ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଉପଲକ୍ଷେ TKNEWSMEDIA ପରିବାର ତରଫରୁ ସମସ୍ତ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା, ଶୁଭକାମନା ଏବଂ ଅଭିନନ୍ଦନContinue

  • କନ୍ଧମାଳରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ -2025 ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
    ଆଜିର ଖବର

    କନ୍ଧମାଳରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ -2025 ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

    Bytknews August 6, 2025August 6, 2025

    କନ୍ଧମାଳ (TKNEWSMEDIA) 05/08/2025 : କନ୍ଧମାଳ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ-୨୦୨୫ ପାଳନ ପାଇଁ ଆଜି କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ଵାଧୀନତା ଦିବସ ସମାରୋହରେ ସ୍ଥାନୀୟ ରିଜର୍ଭ ପୋଲିସ୍ ପଡ଼ିଆରେ ଆୟୋଜନ ହେବ । ଉକ୍ତ ବୈଠକରେ ସ୍ଵାଧୀନତା ଦିବସର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ସ୍ୱାଧୀନତା ଦିବସର ୦୪.୩୦ am.ରେ…

    Read More କନ୍ଧମାଳରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ -2025 ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକContinue

  • ଫୁଲବାଣୀରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
    ଆଜିର ଖବର

    ଫୁଲବାଣୀରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

    Bytknews June 18, 2025June 18, 2025

    ଫୁଲବାଣୀ (TKNEWSMEDIA) 17/06/2025 : କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଚଳିତ ବର୍ଷ ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା କୁ ସୁଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଅମ୍ରିତ‍୍ ଋତୁରାଜ‍୍ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସମ୍ମୀଳନୀ କକ୍ଷରେ ଆଯୋଜିତ ହୋଇଛି । ପୂର୍ବ ବର୍ଷମାନଙ୍କପରି ଚଳିତ ବର୍ଷ ମଧ୍ୟ ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ସମସ୍ତ ପ୍ରକାର ସହଯୋଗ ରହିବ…

    Read More ଫୁଲବାଣୀରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକContinue

  • ଭାରତର ସୁରକ୍ଷା ପାଇଁ ଭାରତୀୟ ସେନାବଳର ସମ୍ମାନ ଉଦ୍ଦେଶ୍ୟରେ ଫୁଲବାଣୀରେ ବାଇକ ରାଲି
    ଆଜିର ଖବର

    ଭାରତର ସୁରକ୍ଷା ପାଇଁ ଭାରତୀୟ ସେନାବଳର ସମ୍ମାନ ଉଦ୍ଦେଶ୍ୟରେ ଫୁଲବାଣୀରେ ବାଇକ ରାଲି

    Bytknews May 15, 2025May 15, 2025

    ଫୁଲବାଣୀ ( TKNEWSMEDIA ) 15/05/2025 : ରାଷ୍ଟ୍ରହିତରେ ନିୟୋଜିତ ଭାରତୀୟ ସେନାବଳର ସମ୍ମାନ ଓ ମନୋବଳ ବୃଦ୍ଧି ସହିତ ଭାରତର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ସନ୍ଦେଶ ପରିପ୍ରେକ୍ଷିରେ ଏକ ସଚେତନତା ବାର୍ତ୍ତା ପାଇଁ ଆଜି ଦିବା ୮. ୦୦ ଘଟିକାରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ବାଇକ ରାଲିର ଆୟୋଜନ କରାଯାଇଥିଲା । ମାନ୍ୟବର କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ସବୁଜ ପତାକା ଦେଖାଇ ଏହି ବାଇକ ରାଲିର ଶୁଭାରମ୍ଭ କରିଥିଲେ…

    Read More ଭାରତର ସୁରକ୍ଷା ପାଇଁ ଭାରତୀୟ ସେନାବଳର ସମ୍ମାନ ଉଦ୍ଦେଶ୍ୟରେ ଫୁଲବାଣୀରେ ବାଇକ ରାଲିContinue

Page navigation

Previous PagePrevious 1 … 4 5 6 7 Next PageNext
  • About Us
  • Contact Us
  • Privacy Policy

© 2026 The Kandhamal Times

  • ଅପରାଧ
  • ଆଜିର ଖବର
  • ଧର୍ମ
  • ମନୋରଞ୍ଜନ
  • ରାଜନୀତି
  • ସ୍ୱାସ୍ଥ୍ୟ