ପ୍ରେସ୍ ବିଜ୍ଞପ୍ତି
“ଭାଷା ସମୃଦ୍ଧି ଅଭିଯାନ” ପାଇଁ ଜିଲ୍ଲାସ୍ତରୀୟ କମିଟି ଗଠନ ନିମନ୍ତେ ଆବେଦନ ଆହ୍ୱାନ
“ଭାଷା ସମୃଦ୍ଧି ଅଭିଯାନ” ପାଇଁ ଜିଲ୍ଲାସ୍ତରୀୟ କମିଟି ଗଠନ ନିମନ୍ତେ ଆବେଦନ ଆହ୍ୱାନ
ଭୁବନେଶ୍ୱର (TKNEWSMEDIA ) 19/05/2026 : ପୂର୍ବ ଭାରତର କୃଷି ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ଭୁବନେଶ୍ୱରଠାରେ ଆଜି ‘ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ -୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ୫ଟି ରାଜ୍ୟର କୃଷି ବିକାଶ ପାଇଁ ପ୍ରସ୍ତୁତ ହେବ ରୋଡ ମ୍ୟାପ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୂର୍ବ ଭାରତରେ କୃଷିର ଭବିଷ୍ୟତ ଓ ଚାଷୀଙ୍କ ସାମାଜିକ-ଆର୍ଥିକ ଉନ୍ନତି ପାଇଁ…
କନ୍ଧମାଳ (TKNEWSMEDIA ) 16/05/2026 : କନ୍ଧମାଳ ଜିଲ୍ଲାର ଟିକାବାଲି ଏ.ଏମ୍. ସି.ଏସ. ମହାବିଦ୍ୟାଳର ଅର୍ଥନୀତି ବିଭାଗରେ ଅଧ୍ୟୟନ କରୁଥିବା ସ୍ନାତକ ଶେଷ ବର୍ଷ ଛାତ୍ରୀ ଲୀଙ୍କିମା ପ୍ରଧାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୦୨୬ ଶ୍ରେଷ୍ଠ ଦଶଜଣ ଙ୍କ ମଧ୍ୟରେ ନବମ ସ୍ଥାନରେ ରହି ଟିକାବାଲି କଲେଜ ଏବଂ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି l ସେ ଜଣେ ଗରିବ ଏବଂ ଆଦିବାସୀ ଛାତ୍ରୀ l କଲେଜର ଶିକ୍ଷାଦାନ ଓ ନିଜର ନିଷ୍ଠା ବଳରେ ବିଶ୍ୱବିଦ୍ୟାଳୟରେ ନବମ ସ୍ଥାନରେ…
SLB ମାଧ୍ୟମରେ ନିଜ ମୋବାଇଲ Recharge କରି 20% Cash back ନେଇପାରିବେ ଏବଂ ରୋଜଗାର ମଧ୍ୟ କରିପାରିବେ l SLB Recharge ମାଧ୍ୟମରେ 241 Recharge କରି 500 Recharge Point ର ଲାଭ ନିଅନ୍ତୁ l Contact No : 8144813741
ଫୁଲବାଣୀ (TKNEWSMEDIA) ୦୭.୦୫.୨୦୨୬ : କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଓଡ଼ିଆ ଭାଷା ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦୁଇ ଦିନିଆ ସରକାରୀ କାର୍ଯ୍ୟରେ ଓଡିଆ ଭାଷା ବ୍ୟବହାର ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି। ମୁଖ୍ୟ ଅତିଥି ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରବୀଣ କୁମାର ବାଣୁଆ ଏବଂ ସମ୍ମାନିତ ଅତିଥି ଫୁଲବାଣୀ ଉପଜିଲ୍ଲାପାଳ ଶ୍ରୀ ଭିକାରୀ…
ଫୁଲବାଣୀ( TKNEWSMEDI ) ୦୬.୦୫.୨୦୨୬ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଓଡ଼ିଆ ଭାଷା ବ୍ୟବହାର ସମ୍ବନ୍ଧୀୟ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହିତ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ପ୍ରୟୋଗର…
କନ୍ଧମାଳ (TKNEWSMEDIA ) 01/05/2026 : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକର ଲାଇନପଡା ସରକାରୀ ମାଧ୍ୟମିକ ଇଂରାଜୀ ବିଦ୍ୟାଳୟ 1927 ରେ ସ୍ଥାପିତ ହୋଇଛି l ଚାଳ ଛପର ଏବଂ ମାଟିରେ ନିର୍ମିତ ହୋଇଥିଲା ଏହି ବିଦ୍ୟାଳୟ ଏବଂ ଛାତ୍ରାବାସ l କାଳକ୍ରମେ ଏହି ବିଦ୍ୟାଳୟର ଛାତ୍ରାବାସ ମାଟିରେ ମିଶି ସମ୍ପୂର୍ଣ୍ଣ ଧ୍ବଂସ ସ୍ତୁପରେ ପରିଣତ ହୋଇଛି l ଗତ ତା 06/05/1988 ଠାରୁ 01/07/1990 ମଧ୍ୟରେ ସ୍ବର୍ଗତ ପ୍ରେମାନନ୍ଦ ସାହୁ ( B….
କନ୍ଧମାଳ (TKNEWSMEDIA) 30/04/2026 : କନ୍ଧମାଳ ଜିଲ୍ଲାର ଟିକାବାଲି ଏ. ଏମ. ସି. ଏସ. ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କୁ ଷଷ୍ଟି ପୂର୍ତ୍ତି ସମ୍ବର୍ଦ୍ଧନା ସମିତି ଟିକାବାଲି ମା ଭୈରବୀ କଲ୍ୟାଣ ମଣ୍ଡରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା ପ୍ରତିଷ୍ଠାନର ସ୍ୱତନ୍ତ୍ର ଅଧିକାରୀ ତଥା ସମ୍ବର୍ଦ୍ଧନା ସମିତିର ସଭାପତି ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ ହୋଇଛି l ଏହି ଉତ୍ସବରେ ଡ. ପାଢ଼ୀ କହିଲେ ” ଅଧ୍ୟକ୍ଷ ଶ୍ରୀଯୁକ୍ତ ମହାନ୍ତି…
କନ୍ଧମାଳ (TKNEWSMEDIA ) 30/04/2026 : ବିଶ୍ଵ ନୃତ୍ୟ ଦିବସ ଅବସରରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ନଟରାଜ କଳା ମନ୍ଦିର ଦ୍ଵାରା ନୃତ୍ୟ ସଙ୍ଗୀତ ଓ ଚିତ୍ର ଉତ୍ସବ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ ଯୋଗଦେଇ କଳାକାରମାନଙ୍କୁ ସମ୍ମାନିତ କରିଥିଲେ। ସମ୍ମାନିତ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ, ସ୍ୱତନ୍ତ୍ର ଅଭିଯୋଜକ ବିଜୟ କୃଷ୍ଣ ପଟ୍ଟନାୟକ, ବରିଷ୍ଠ ଆଇନଜୀବି ହରିଶ୍ଚନ୍ଦ୍ର ମହାରଣା, ସ୍ଵାତି…