-
-
-
-
ସପ୍ତଦଶ ବିଧାନ ସଭାର ୬ଷ୍ଠ ଅଧିବେଶନ ଅବସରରେ
ଭୁବନେଶ୍ୱର (TKNEWSMEDIA ସୂର୍ଯ୍ୟନାରାୟଣ ନାୟକ) 17/02/2026 : ସପ୍ତଦଶ ବିଧାନ ସଭାର ୬ଷ୍ଠ ଅଧିବେଶନ ଅବସରରେ ଓଡ଼ିଶାର ମହାମହିମ ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ବିଧାୟକଗଣ
-
କ୍ଷେତାପାଜୁ ସେଠୀସାହିରେ ମଣ୍ଡପ ନିର୍ମାଣ ପାଇଁ ସରକାରୀ ଜାଗା ପ୍ରଦାନ ନିମନ୍ତେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ନିବେଦନ
କନ୍ଧମାଳ (TKNEWSMEDIA ) 17/02/2026 : କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକର ବଲସକୁମ୍ପା ଗ୍ରାମ ପଞ୍ଚାୟତର ଖେତାପାଜୁ ସେଠୀ ସାହିର ମାଁ ବରାଳଦେବୀ ବାବା ସଂକୀର୍ତ୍ତନ ମଣ୍ଡଳୀ ର ଧର୍ମ ମଣ୍ଡପ ନିମନ୍ତେ ଗତ ଏକ ବର୍ଷ ରୁ ଉର୍ଦ୍ଧ୍ୱ ହେବ ସାତ ଲକ୍ଷ ଟଙ୍କା ଆସିଛି କିନ୍ତୁ ଆଜି ପର୍ଯ୍ୟନ୍ତ ମଣ୍ଡପ ନିର୍ମାଣ ହୋଇପାରିନାହିଁ l ଜଣେ ମହାନ ଆଦିବାସୀ ବ୍ୟକ୍ତିତ୍ବ ଅମ୍ବିକା କହଁର ବୟସ 55, ପିତା ସ୍ବର୍ଗତ ସିଧେଶ୍ୱର କହଁର, ଏବଂ ମାତା…
-
ଭୀମ ଭୋଇ ଦୃଷ୍ଟିବାଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସହାୟକ ଲେଖାଳୀମାନଙ୍କର ଆଲୋଚନା ଚକ୍ର
ଭୁବନେଶ୍ୱର (TKNEWSMEDIA ) 19/01/2026 : ଭୀମ ଭୋଇ ଦୃଷ୍ଟିବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭୁବନେଶ୍ୱର ପରିସରରେ ଆଗାମୀ ଉଚ୍ଚ ମାଧ୍ୟମିକ ବାର୍ଷିକ ପରୀକ୍ଷାରେ ଦୃଷ୍ଟିବାଧିତ ପରୀକ୍ଷାର୍ଥୀମାନଙ୍କ ପାଇଁ ନିଯୁକ୍ତ ସହାୟକ ଲେଖାଳିମାନଙ୍କର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏନ୍ ଏସ୍ ଏସ୍ ବ୍ୟୁରୋଦ୍ବାରା ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ମୃଣାଳ କାନ୍ତି ଦାସ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ…
-
କନ୍ଧମାଳ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
କନ୍ଧମାଳ (TKNEWSMEDIA ) 14/01/2026 : ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ହେବା ପରେ ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଥିଲେ। ଫୁଲବାଣୀ ସର୍କିଟ ହାଉସରେ ପହଞ୍ଚି ପ୍ରଥମେ ଇ-ଲାଇବ୍ରେରୀ ଓ ପରେ ମେଡିକାଲ କଲେଜ୍ ପରିଦର୍ଶନ କରିଥିଲେ। ଦାରିଙ୍ଗବାଡିର କଫି ବଗିଚା ପରିଦର୍ଶନ କରିବା ସହ କଫି ଚାଷୀ ଓ ବେପାରୀମାନଙ୍କ ସହ ଆଲୋଚନା କରିଥିଲେ l ଦାରିଙ୍ଗବାଡି ହିଲ୍ ଭ୍ୟୁ ଦର୍ଶନ…
-
ଟିକାବାଲିରେ ଜାତୀୟ ସେବା ଯୋଜନାର ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ
କନ୍ଧମାଳ (TKNEWSMEDIA ) 12/01/2026 : କନ୍ଧମାଳ ଜିଲ୍ଲାର ଟିକାବାଲି ଏ. ଏମ. ସି. ଏସ. ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ଅଧ୍ୟକ୍ଷ ଦୀନବନ୍ଧ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼. ତପନ କୁମାର ବାରିକ, ମୁଖ୍ୟ ବକ୍ତା ପ୍ରାକ୍ତନ ଗଞ୍ଜାମ ଜିଲ୍ଲା ଜାତୀୟ ସେବା ଯୋଜନାର ସଂଯୋଜକ ପ୍ରଫେସର ଡ଼. ସତୀଶ ନାୟକ ଯୋଗଦେଇ ସ୍ବେଛାସେବୀ ଭିତରେ ଶୃଙ୍ଖଳା, ସେବା ଓ…
-
ବେଡ଼ାଙ୍ଗପାଜୁରେ ଶୀତ କାଳୀନ ଜାତୀୟ ସେବା ଯୋଜନା ଶିବିର ଉଦଯାପିତ
କନ୍ଧମାଳ (TKNEWSMEDIA) 09/01/2026 : ଫୁଲବାଣୀ ସରକାରୀ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ପୋଷ୍ୟ ଗ୍ରାମ ବେଡ଼ାଙ୍ଗପାଜୁରେ ଶୀତ କାଳୀନ ଜାତୀୟ ସେବା ଯୋଜନା ଶିବିର ର ଉଦଯାପନୀ ଦିବସର ମୁଖ୍ୟ ଅତିଥି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ଜୟନ୍ତ କୁମାର ପଣ୍ଡା, ମୁଖ୍ୟ ବକ୍ତା ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ଼. ନଳିନୀ କୁମାର ପାଣିଗ୍ରାହୀ ,ସମ୍ମାନିତ ଅତିଥି ଗଞ୍ଜାମ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଗଣେଶ ସାହୁ ,…
-
ଲୋକଭବନରେ ନବ ବିକଶିତ ‘ଅଟଳ ବନ’ ପୂର୍ବତନ ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁଙ୍କ ଦ୍ୱାରା ଉଦଘାଟିତ
ଭୁବନେଶ୍ୱର (TKNEWSMEDIA) 07/01/2026 : ଭାରତର ପୂର୍ବତନ ମାନ୍ୟବର ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ବୁଧବାର ଦିନ ଲୋକଭବନ ଭୁବନେଶ୍ୱର ପରିସରରେ ନୂତନ ଭାବେ ବିକଶିତ ପରିବେଶ ଉଦ୍ୟାନ ‘ ଅଟଳ ବନ ‘ ର ଉଦଘାଟନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣରେ ତାଙ୍କର ମହନୀୟ ଅବଦାନକୁ ସମ୍ମାନ ଜଣାଇ ଏହି ପାର୍କକୁ ତାଙ୍କ ନାମରେ ନାମିତ କରାଯାଇଛି। ଅଟଳ ବନରେ T -୫୫…
